ପୁରାତନ କୀର୍ତ୍ତିରାଜି, ପୋଥି ଓ ପଟ୍ଟଚିତ୍ର ପାଇଁ ନୂଆ ନିୟମ
ବିଦେଶକୁ ଚାଲାଣ ନେଇ ରୋକ ଲଗାଇଲା କଷ୍ଟମ ବିଭାଗ । ନିୟମ କାଯ୍ୟକାରୀ କରିବାକୁ ଡାକ ବିଭାଗକୁ ନିର୍ଦ୍ଦେଶ । ତାଳପତ୍ର ପୋଥି ହେଉ ବା ପଟ୍ଟଚିତ୍ର, ଏହାକୁ ବିଦେଶକୁ ପଠାଉ ଥିଲେ ହୋଇଯାନ୍ତୁ ସାବଧାନ ।
#ArgusNews #palmleafmanuscripts #TalapatraPothi #pattachitra #PostalDepartment #puri #Odisha