ପୁଣି ଧରା ହେଲା ଜୀବନ୍ତ ବଜ୍ରକାପ୍ତା। ବୌଦ୍ଧ ବାଘରପୁର ନିକଟରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ଚୋରା ଚାଲାଣ କରିବାକୁ ଯୋଜନା କରୁଥିବା ଅଭିଯୁକ୍ତ ପ୍ରକାଶ ମହାକୁଡ଼ ଗିରଫ।
#Boudh #pangolin #stfraids #arrested #pangolinrescue #ArgusNews