ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଆତ୍ମନିର୍ଭରଶୀଳ ତଥା ରୋଜଗାରର ବାଟ ଦେଖାଇଛି "କାଗଜ ଠୁଙ୍ଗା"| ଇଚ୍ଛାପୁର ସ୍ଥିତ ସାରଙ୍ଗ ଗ୍ରାମର ଏକାଧିକ ମହିଳା ପ୍ରତିଦିନ ନିଜ ଘର କାମ ସାରି ଅପରାହ୍ନରେ ବସିପଡ଼ୁଛନ୍ତି ଏହି କାଗଜ ଠୁଙ୍ଗା ତିଆରିରେ...|
#ArgusNews #Kendrapada #paperbag #employment #selfreliant #Odisha