#ପେପର_ବିଜ୍ଞାପନ_ଫଟୋ_ପିଡୀତାଙ୍କର_ଏନସିଆରବି_ଡାଟା
#ପରୀ_ମମିତା_ସ୍ମିତାରାଣୀ_ବେବିନା_ଇତିଶ୍ରୀ_ମାଧବୀଲତା
ମହିଳା ବିରୋଧୀ ହିଂସା ନା ବିଜ୍ଞାପନରେ ମିଛ ମହିଳା ସଶକ୍ତିକରଣ ପ୍ରଚାର। NCRB ତଥ୍ୟରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ପରୀ, ମମିତା, ସ୍ମିତାରାଣୀ, ବେବିନାଙ୍କୁ କେବେ ମିଳିବ ନ୍ୟାୟ ? ଦଣ୍ଡ ନପାଇ ଖସି ଯାଉଛନ୍ତି ଅପରାଧୀ ।
#Parer #advertisement #Photo #WomenEmpowerment #NCRB #Criminal #Odisha #ArgusNews