ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଗଜପତି ଜିଲ୍ଲା ପୋଲିସ୍ ତଦନ୍ତ କରି ବିଫଳ ହେଲା । କ୍ରାଇମବ୍ରାଞ୍ଚ ଚେର ପାଉନି । ଘଟଣାରେ ରାଜ୍ୟ ସରକାରଙ୍କ ଚାପ ରହିଛି । ଯେଉଁଠି କରପସନ୍ ସେଠି ଗଭର୍ଣ୍ଣମେଣ୍ଟ ସପୋର୍ଟ : ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ
#acfmurdermystery #Soumyaranjan #DFO #Crimebranch #KNarayanRao #ParlkhemundiMLA #OdishaGovt #Odisha #ArgusNews