#ଆରମ୍ଭ_ହୋଇଯାଇଛି_ପାର୍ବଣ_ଋତୁ
#ଦିନ_କେଇଟା_ପରେ_ଧରାଧାମକୁ_ଓହ୍ଲାଇ_ଆସିବେ_ଜଗତ_ଜନନୀ_ମା_ଦୁର୍ଗା
ଦୀର୍ଘ ଦୁଇ ବର୍ଷ ରାଜ୍ୟରେ ହେବ କଟକଣା ମୁକ୍ତ ଦଶହରା ପାଳନ । ଏହା ହେଉଛି ନୟାପଲ୍ଲୀ ଦୁର୍ଗାପୂଜା ତୋରଣର ଦୃଶ୍ୟ । ଚଳିତବର୍ଷ ପୂଜା ତୋରଣର ଥିମ୍ ‘ମାତୃଭକ୍ତି’ ରହିଛି ।
#DurgaPuja #preparation #Bhubaneswar #worshiped #Odisha #ArgusNews