#ଫେରିଛି_ଦେଶୀ_ପରମ୍ପରା
ରାସୟନିକ ସାର ବଦଳରେ ଜୈବିକ ପ୍ରଣାଳୀରେ ହେଉଛି ଚାଷ। ଦେଶୀ ଚାଷ, ବିହନ ଓ ଦେଶୀ ଜ୍ଞାନକୌଶଳରେ ଚାଷୀଙ୍କୁ ମିଳୁଛି ଅଧିକ ଲାଭ। ଆଉ ଜୈବିକ ଚାଷ ପ୍ରଣାଳୀ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଆଗେଇ ଆସିଛି ସମ୍ବଲପୁରର ଅଗ୍ରଣୀ ସାମାଜିକ ସଂଗଠନ ‘ପତଙ୍ଗ’।
#ArgusNews #sambalpur #fertilizers #cultivation #Patang #organicfarming #Odisha