#ଆଶା_ଦିଦିଙ୍କ_କାରନାମା
#ରୋଗୀ_ବେହାଲ_ଆଶା_ଦିଦି_ମାଲେମାଲ
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ନାଁରେ ଚାଲିଛି ଶୋଷଣ । ଡାକ୍ତର ଏବଂ ନର୍ସ ନାଁରେ ଆଦାୟ ହେଉଛି ଟଙ୍କା , ଯାହାର ଭେଣ୍ଡର ସାଜିଛନ୍ତି ଆଶା ଦିଦି
#Khordha #Tangi #GovtHospital #Doctor #Patient #Odisha #ArgusNews