ଏକଦା ଓଡିଶା ରାଜନୈତିକ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା ସର୍ବପୁରାତନ ପଟ୍ଟାମୁଣ୍ଡାଇ । ଯାହା ଏବେ ଅବହଳିତ । ରାଜନଗର ନିର୍ବାଚନ ମଣ୍ଡଳୀ ହେବା ଦିନଠାରୁ ଅଧିକାଂଶ ନିର୍ବାଚିତ ପ୍ରତିନିଧି ରାଜନଗରରୁ ହୋଇଥିବାରୁ ପଟ୍ଟାମୁଣ୍ଡାଇର ବିକାଶରେ ବ୍ରେକ ଲାଗିଛି ବୋଲି ସାଧାରଣ ମହଳରେ ଏବେ ଚର୍ଚ୍ଚା ହେବାର ଲାଗିଛି