୫ହିତାଧିକାରୀଙ୍କ ଆକାଉଣ୍ଟ ରେ ୭୦ଲକ୍ଷ ରୁ ଅଧିକ ଟଙ୍କା ନେଣଦେଣ ।
ସବୁଠୁ ବଡ଼ କଥା ୫ଜଣ ହିତାଧିକାରୀ ହେଉଛନ୍ତି ଦିନ ମଜୁରିଆ । ଏତେ ଟଙ୍କା ନେଣଦେଣ ବାବଦରେ ଆକାଉଣ୍ଟଧାରୀଙ୍କ ପାଖରେ କୌଣସି ଖବର ନାହିଁ । ଆକାଉଣ୍ଟ ଧାରୀ ଙ୍କୁ ବ୍ୟାଙ୍କ ର ନୋଟିସ ପରେ ଘଟଣା ଏବେ ସାମ୍ନା ଆସିଛି ।
#Balasore #accountloot #Accountholder #Odisha #ArgusNews