#ପିଡିଏସ୍_ଲାଗିର୍_ପାହାଡ_ଚଢା
ଗରିବକଁର୍ ପେଟେ ସରକାରକଁର୍ ଲାତ୍ । ୫ ଟଙ୍କାର ରାସନ୍ ଲାଗିର୍ ୫୦୦ ଟଙ୍କା ଖର୍ଚ୍ଚା । ପାହାଡ୍ ଚଢି 17 କିଲୋମିଟର୍ ଚାଲୁଛନ୍ ଲୁକେ । ପ୍ରଶାସନକେ ଜବାବ ମାଗୁଛେ କଲାହାଣ୍ଡିର୍ ଦୁଣ୍ଡା ଗାଁ । କଲାହାଣ୍ଡି ଜିଲ୍ଲାର ଦୁର୍ଗମ ଉପାନ୍ତ ଅଞ୍ଚଲ ହେଉଛେ ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଗାଁ ।
#PDS #Kalahandi #rice #developmentissue #Roadissue #Odisha #ArgusNews