#ପୁଣି_ପିଡିଏସ_ଚାଉଳରେ_ଅପମିଶ୍ରଣ !
#ପିଛା_ଛାଡ଼଼ୁନି_ପିଡିଏସ୍_ଚାଉଳ_ଭୟ
ଜଳୁଛି ଚାଉଳ, ଭୟଭୀତ ଲୋକେ । ନିଆଁ ଜଳି ଜଉ ହେଉଛି ଚାଉଳ । ଲୋକଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲିସାହି ପଂଚାୟତର 1 ନମ୍ବର ୱାର୍ଡର ଦୃଶ୍ୟ ।
#ArgusNews #PDSRice #scam #cuttack #Allegations #PlasticRice #OdishaGovt #Odisha