ଭୁବନେଶ୍ବରର ଏକ ଘରୋଇ ହୋଟେଲଠାରେ ଅହମ୍ମଦିଆ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଶାନ୍ତି ସମ୍ମିଳନୀ ରବିବାର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଆର କେ ଶର୍ମା, ଅନ୍ୟତମ ଅତିଥି ଭାବେ ବିଶିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଅହମ୍ମଦିଆ ସମ୍ପ୍ରଦାୟର ସର୍ବ ଭାରତୀୟ ଯୁବ ଶାଖାର ସଭାପତି କେ ତାରିକ ଯୋଗଦାନ କରି ଶାନ୍ତିର ଆଵଶ୍ୟକତା ସାମ୍ପ୍ରତିକ ସମାଜ ପାଇଁ ଅପରିହାର୍ଯ୍ୟ ଥିବା ଦର୍ଶାଇଥିଲେ
#ArgusNews #Bhubaneswar #AhmadiyyaMuslimcommunity #PeaceSymposium2023 #GaneshiLal #Odisha