#ଘାଏଲ୍_ବିଦେଶୀ_ପକ୍ଷୀ_ପେଲିକାନ୍_ଉଦ୍ଧାର
ଏହି ବିଦେଶୀ ପକ୍ଷୀଟି ଫିଲିଫାଇନ୍ସ ଦେଶର ମାତ୍ର ଶୀତଋତୁରେ ଏମାନେ ଚିଲିକା ଆସିଥାନ୍ତି। ଏହି ଅସୁସ୍ଥ ପକ୍ଷୀକୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡାରାଣୀ ମୁର୍ମୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି। ଘାଏଲ୍ ପକ୍ଷୀଟି ସୁସ୍ଥ ହେବା ପରେ ଚିଲିକାର ନଳବଣରେ ଛାଡି ଦିଆଯିବ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ସୂଚନା ଦେଇଛନ୍ତି ।
#Chilika #pelicans #injured #foreignbird #rescued #Odisha #ArgusNews