#ଜିଲ୍ଲା_ମୁଖିଆ_ଚିକିତ୍ସାଲୟରେ_ହଇରାନ_ହେଉଛନ୍_ଲୋକ୍
ଜହ ଦିନ୍ ଧରି ଅଚଲ୍ ହେଇପଡିଛେ ହସ୍ପିଟାଲ ଲିଫ୍ଟ । ସାତ୍ ମହଲା ଉପକେ ପାଦେ ଚାଲିଯାଉଛ୍ ରୁଗୀ ଆର୍ ସମ୍ପର୍କୀୟ । ଅଲଗାଆଡେ ହସ୍ପିଟାଲନେ ଜହ ଦିନ ଧରି ଲାଗି ରହିଛେ ଲୋ ଭୋଲଟେଜ୍ ସମସ୍ୟା । ନୂଆପଡ଼ା ଏନ୍ତା ଉପାନ୍ତ ଇଲାକାନେ ରୁଗୀସେବା ଲାଗିର୍ ବନାହେଲା ସାତ ମହଲା ଚିକିତ୍ସାଳୟ ।
#hospital #liftsproblem #suffer #Nuapada #Odisha #ArgusNews