ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରନ୍ତି ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ।
ସୁନାବେଡ଼ା ଅଭୟାରଣ୍ୟରେ ଭୂଞ୍ଜିଆ ସମ୍ପ୍ରଦାୟ ମାନଙ୍କ ବିକାଶ ପାଇଁ କାମ କରୁଥିବା ଚକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥା ତରଫରୁ ଆଜି ନୂଆପଡ଼ା ଜିଲ୍ଲାପାଳ ଅଫିସ୍ ସ୍ଥିତ ସଭଗୃହରେ ୧୮ରୁ ଉର୍ଦ୍ଧ୍ଵ ବୟସରେ ବିବାହ କରିଥିବା ୧୦ ଜଣ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା କରାଯାଇଛି ।
#nuapada #Sunabeda #bhuyiyaa #childmarriage #help #Odisha #ArgusNews