#ଆପଣଙ୍କ_ନାମରେ_ପରିଚିତ_ହେବ_ଆପଣ_ପୋଷାଜୀବ
ନିୟମ ଭାଙ୍ଗିଲେ ୧୦ ହଜାର ଜୋରିମାନା। ଆପଣଙ୍କ କୁକୁର ଅନ୍ୟକୁ ଆକ୍ରମଣ କଲେ ଭରିବାକୁ ପଡ଼ିବ ଜୋରିମାନା। ରାଜଧାନୀରେ ପୋଷା କୁକୁରଙ୍କର ହେବ ପଞ୍ଜୀକରଣ। ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ପେଟ୍ ଡଗ୍ ଆକ୍ଟ....।
#ArgusNews #PetDogAct #pets #Registration #Bhubaneswar #Odisha