କୁକୁରଙ୍କ ପଞ୍ଜୀକରଣ ହେଲା ବାଧ୍ୟତାମୂଳକ
ଏଣିକି ରାଜଧାନୀବାସୀ ଘରେ କୁକୁର ରଖିବାକୁ ହେଲା ପଞ୍ଜୀକରଣ କରିବାକୁ ପଡିବ। ମହାନଗର ନିଗମ ଆଇନ୍ ର ଭାଗ ୪୦୯ ଏବଂ ୫୪୩ ବି’ ଅନୁଯାୟୀ ବିଭିନ୍ନ ନିୟମ ମାନିବାକୁ ପଡିବ।
#ArgusNews #dogs #Registration #petdog #BMC #Odisha