୨ ବର୍ଷ ଧରି ସରକାର ଦେଉନାହାଁନ୍ତି ପିଇଟି ପୋଷ୍ଟିଂ । ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ୪ ପ୍ରତିଶତ ସିଟ୍ ସଂରକ୍ଷଣର ନିୟମ ଥିଲେ ବି ମାନୁନାହାଁନ୍ତି ସରକାର । ଅବହେଳା ପାଇଁ ଅସନ୍ତୋଷ ଝାଡିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ
#Bhubaneswar #OdishaGovt #Handicapped #Student #Petposting #ArgusNews