#ରାଣିଗଡ଼_ଗାଁର_ନଗ୍ନ_ଚିତ୍ର
ଏ ପର୍ଯ୍ୟନ୍ତ ଗାଁରେ ପଡ଼ିନାହିଁ ବିକାଶର ପାଦ । ବଣ ପାହାଡ଼ ଘେରା ଅଞ୍ଚଳର ନୀରୀହ ଆଦିବାସୀଙ୍କ ଜୀବନରେ ଆସିପାରୁ ନାହିଁ କୌଣସି ପରବର୍ତ୍ତନ । ନା ରାସ୍ତା, ନା ପାନୀୟ ଜଳ, ନା ସ୍ବାସ୍ଥ୍ୟସେବା ନା ହିଁ ଶିକ୍ଷା ସୁବିଧା । ସଵୁଥିରେ କେବଳ ନା ହିଁ ନା ।
#ArgusNews #development #OdishaGovt #Ranigarh #villagers #Koraput #Odisha