ନିଜ ଜୀବନ ବଞ୍ଚାଇବା ପାଇଁ ମୁହଁ ଖୋଲିଲେ ନିଜେ ପିଣ୍ଟୁ ନନ୍ଦ
ପିଣ୍ଟୁ ନନ୍ଦ ପାଇଁ ଓଡ଼ିଶାବାସୀ ଏକ ହେବା ଏବଂ ତାଙ୍କ ଚିକିତ୍ସା ପାଇଁ ଟଙ୍କା ପଠାଇବା । କେମିତି ଅଛନ୍ତି ପିଣ୍ଟୁ ନନ୍ଦ। ୩ଦିନ ମଧ୍ୟରେ ଦରକାର ୨୦ ଲକ୍ଷ ଟଙ୍କା। ଟଙ୍କା ଯୋଗାଡ ହେଲେ ଦିଲ୍ଲୀରୁ ଟିମ୍ ଆସି କରିବେ ପିଣ୍ଟୁଙ୍କ ଚିକିତ୍ସା।
#ArgusNews #LiverCirrhosis #PintuNanda #treatment #seriousdisease #Odisha