କନ୍ଧମାଳ ଜିଲାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କ ଣ ଚାଲିଛି ତାହା କାହାକୁ ଜଣାନାହିଁ । ପୂର୍ବରୁ ଥିବା ଅନେକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । କିନ୍ତୁ ସରକାରୀ କାଗଜ କଲମରେ ସବୁ ଠିକ୍ ଥିବା ଦର୍ଶାଯାଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ତେଜିବାରେ ଲାଗିଛି
#ArgusNews #WaterProblem #Kandhamal #Odisha