#ବିକାଶ_ପାଲଟିଛି_ପ୍ରହସନ
ପକ୍କାଘର ସାତ ସପନ। ଏହା ହେଉଛି ମୟୂରଭଞ୍ଜ ମୋରଡା ବ୍ଳକ ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତର ନିଚୁଆପଦା ଗାଁ । ଏହି ଗାଁରେ ଶତାଧିକ ପରିବାର ବସବାସ କରନ୍ତି। ମାତ୍ର ଗାଁରେ ପଡିନି ବିକାଶର ପଦଚିହ୍ନ। ଦେଖନ୍ତୁ କିଏ ପଲିଥିନ ତଳେ ଆଶ୍ରୟ ନେଇଛି ତ କିଏ ଭଙ୍ଗା କୁଡିଆରେ ଦିନ କାଟୁଛି ।
#development #AwasYojana #Odisha #Mayurbhanj #ArgusNews