ଜଙ୍ଗଲ କିସମ ଜମିରେ ବେଆଇନ ଭାବେ ପିଜୁଳି ଗଛ ଲଗାଇବା ସରକାର ଙ୍କୁ ମହଙ୍ଗା ପଡିଛି l ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ 377.83 ଏକର ଜଙ୍ଗଲ ଜମିରେ ବିନା ଅନୁମତି ରେ ପିଜୁଳି ଗଛ ଲଗାଯିବା ଘଟଣା କୁ ଜାତୀୟ ଗ୍ରୀନ ତ୍ରିବୁନାଲ NGT ଗୁରୁତର ସହିତ ଗ୍ରହଣ କରିଛନ୍ତି l ଏହି ଜମିକୁ ଜଙ୍ଗଲ ବ୍ୟତୀତ ଅନ୍ୟ କାର୍ଯ୍ୟ ରେ ବ୍ୟବହାର ଉପରେ NGT ଅଙ୍କୁଶ ଲଗାଇଛନ୍ତି।
#Jajpur #sukinda #OdishaGovernment #guavasaplings #Odisha #ArgusNews