#ଦେଶରେ_ଆରମ୍ଭ_ହୋଇଛି_ଆତ୍ମବିଶ୍ୱାସର_ନୂତନ_ଯୁଗ
#ଜି_୨୦ର_ଅଧ୍ୟକ୍ଷତା_ଦେଇଛି_ବଡ଼_ସୁଯୋଗ
#କାଗଜ_ବିମାନ_ତିଆରି_କରୁଥିବା_ହାତ_ତିଆରି_କରୁଛି_ଭାରତର_ବିମାନ
ଜି -୨୦ର ଅଧ୍ୟକ୍ଷତାର ଭାରତ ଭାରତ ପାଇଁ ଏକ ବଡ ସୁଜୋଗ ଆଣିଦେଇଛି ଏବଂ ଏହି ସୁଯୋଗର ପୂର୍ଣ୍ଣ ଉପଯୋଗ କରି ଆମକୁ ବିଶ୍ୱ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି ଆଜି ମନ କି ବାତ ରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
#ArgusNews #PMNarendraModi #ManKiBaat #G20 #Indiasairplanes #environment #development #National