#ପ୍ରଧାନମନ୍ତ୍ରୀଙ୍କ_99ତମ_ମନ୍_କି_ବାତ୍
ଦେଶରେ ଅଙ୍ଗଦାନ ନେଇ ବଢିଛି ସଚେତନତା । ଅଙ୍ଗଦାନ କରୁଥିବା ବ୍ୟକ୍ତି ଇଶ୍ବରଙ୍କ ସ୍ବରୂପ । ସେପଟେ, ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ୍ । କହିଲେ ଦେଶକୁ ଉର୍ଜା ଯୋଗାଉଛନ୍ତି ମହିଳା ।
#ArgusNews #PMNarendraModi #ManKiBaat #womenpower #nationals #program