ରାମ ନବମୀ ପାଇଁ ଫ୍ଲାଗ୍ ମାର୍ଚ୍ଚ !
ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ଭଦ୍ରକରେ 60 ଜଣିଆ ରାପିଡ୍ ଆକ୍ସନ ଫୋର୍ସ । ଆଜିଠାରୁ ସହରରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଆଜି ଭଦ୍ରକ ସହରାଞ୍ଚଳ ଅଧିନସ୍ଥ ବନ୍ତ ଛକଠାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି
#ArgusNews #RamaNavami #PoliceFlagmarch #Bhadrak #Odisha