#ଉପାନ୍ତରେ_ଶିକ୍ଷା_ବ୍ୟବସ୍ଥାର_ବିକଳ_ଚିତ୍ର !
ବର୍ଷାରେ ବେହାଲ ସ୍କୁଲର ଦୃଶ୍ୟ । ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ । ସ୍କୁଲର ଆଜବେଷ୍ଟସ ଛାତରେ କଣା ଯୋଗୁଁ କ୍ଲାସରେ ବସି ପାରୁନାହାଁନ୍ତି ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତରୁ ଦେଖିବା ଏହି ରିପୋର୍ଟ
#Koraput #SchoolBuilding #BorigummaBlock #ArgusNews