ଚାର କୋଳିର ଅଭାବୀ ବିକ୍ରି। ଦେଶ ବିଦେଶରେ ଏହି ଚାର ମଞ୍ଜିର ଚାହିଦା ବେଶ୍ ଅଧିକା। ମାତ୍ର ଆଦିବାସୀଙ୍କୁ ମିଳୁନି ଉଚିତ୍ ମୂଲ। ବଣ ପାହାଡ ଘେରା ମୟୂରଭଞ୍ଜରେ ଆଦିବାସୀମାନେ ଏହାକୁ ସଂଗ୍ରହ କରିଥାନ୍ତି। ବଜାରରେ ଏହାର କିଲୋ ହଜାରେ ଟଙ୍କାରେ ବିକ୍ରି ହୋଇଥାଏ।
#Mayurbhanj #Karanjia #Odisha #ArgusNews