#ବିପଦକୁ_ଡାକୁଛି_ବାତ୍ୟା_ଆଶ୍ରୟସ୍ଥଳୀ
ନିମ୍ନମାନର କାମ ସାଙ୍ଗକୁ ରକ୍ଷଣାବେକ୍ଷଣର ଅଭାବ। ବିପଦସଙ୍କୁଳ ଅବସ୍ଥାରେ ଆଠଗଡ ପାଟଲିଙ୍ଗା ଗାଁର ବାତ୍ୟା ଆଶ୍ରୟସ୍ଥଳୀ। ପିଲାରରୁ ପଲସ୍ତରା ଖସି ରଡ ଦେଖାଯିବା ସହିତ କାନ୍ଥ ଫାଟି ଆଁ। ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ଦାବି।
#Cuttack #Athagarh #Dangerous #cycloneshelter #Odisha #ArgusNews