ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ଚଟୁଅନକା ଗାଁ ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତ ପଞ୍ଚାୟତ ନିର୍ବାଚନ ସରପଞ୍ଚ ପ୍ରାର୍ଥୀ ଭାବେ ଚଟୁଅନକା ଗାଁ ର ତପନ କୁମାର ବଏ ନିର୍ବାଚନ ଲଢ଼ି ପରାଜୟ ହେବା ପରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି
#Balangir #Odisha #ArgusNews