#ପୁରୁଣା_ତାଳପତ୍ର_ପୋଥି_ସଂଗ୍ରହ_କରୁଛନ୍ତି_ଭୁବନେଶ୍ଵରର_ଦମ୍ପତି
ପୋଥିକୁ ଆବିଷ୍କାର କରି ସେଥିରେ ବର୍ଣ୍ଣିତ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିବା ପାଇଁ ନିଆରା ପ୍ରୟାସ ଚଳାଇଛନ୍ତି । ଏହି ଉଦ୍ୟମ ଫଳରେ ଐତିହାସିକ, ଗବେଷକ ଓ ଭବିଷ୍ୟତ ପିଢ଼ିଙ୍କୁ ସହାୟତା ହୋଇପାରିବା ସହ ଆମ ଇତିହାସକୁ ଆମେ ସଂରକ୍ଷିତ କରି ରଖିପାରିବା ।
#ArgusNews #collecting #pothi #Bhubaneswar #research #Odisha