ସହରୀ ଇଲାକାରେ ଅପପୁଷ୍ଟିର ସଙ୍ଗୀନ ଛବି। ଚାକଚକ୍ୟର ଚୌହଦିରେ ଦାରିଦ୍ର୍ୟର କରାଳ ରୂପ। ଏଠି ଭୋକକୁ ନେଇ ଭୟଭୀତ ଗରିବ।ତେବେ ଏହା କୌଣସି ଉପାନ୍ତ ନୁହେଁ, କଟକ ସହରର କଳଙ୍କିତ ଦୃଶ୍ୟ।
#urbanareas #poverty #hunger #malnutrition #Child #TribalFamily #Cuttack #ArgusNews