ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନିଶାନାରେ ବିଜେଡି ଓ ବିଜେଡି ସରକାର !
ସ୍ୱାଭିମାନର ପ୍ରସଙ୍ଗ ଉଠାଇ ଗଞ୍ଜାମ ଜିଲ୍ଲାର ବିଧାୟକ ଓ ସାଂସଦ ମାନଙ୍କୁ କରିଲେ ଟାର୍ଗେଟ । ଆଉ ପଚାରିଲେ ପ୍ରଶ୍ନ ଏତେଏତେ ବଡ ବରିଷ୍ଠ ନେତା ହୋଇ ମୁହଁରେ କାହିଁକି ତୁଣ୍ଡି ବାନ୍ଦିଛ
#ArgusNews #Gopalpur #MLA #PradeepPanigrahi #Odisha