#ପଦ୍ମପୁର_ପାଇଁ_ବିଜେପିରୁ_ପ୍ରାର୍ଥୀ_ହେଲେ_ପ୍ରଦୀପ_ପୁରୋହିତ
#ରାଜୁ_ସିଣ୍ଡ୍ରୋମ_ଭୟରେ_ଶଙ୍ଖ_ଶିବିରରେ_ସସପେନ୍ସ_ଜାରି
#ସତ୍ୟଭୂଷଣଙ୍କ_ମୁଣ୍ଡରେ_ସିରିପା_ବାନ୍ଧିଛି_କଂଗ୍ରେସ
ଧାମନଗର ପରି ବିଜେପି ପ୍ରଥମରୁ ହିଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପଦ୍ମପୁର ମୈଦାନରେ କରିଛି ଜୋରାଦର ଏଣ୍ଟ୍ରି । ପ୍ରଦୀପ ପୁରୋହିତଙ୍କ ନାମ ଆଜି ଘୋଷଣା କରାଯାଇଥିବା ବେଳେ 14ରେ ନାମାଙ୍କନ ଭରିବାକୁ ଧାର୍ଯ୍ୟ ହୋଇଛି ତାରିଖ ।
#PadmapurByElection #BJP #BJD #Congress #announcement #candidate #Odisha #ArgusNews