#ପ୍ରଫୁଲ୍ଲଙ୍କୁ_ମିଳିବ_ଘରଢିଅ_ଆଉ_ଆବାସ
#ଅତିରିକ୍ତ_ଜିଲ୍ଲାପାଳ_ଦେଲେ_ପ୍ରତିଶ୍ରୁତି
ଗତକାଲି ଯାଜପୁର ଜିଲ୍ଲାପାଳଙ୍କୁ କୋରେଇ ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମର ପ୍ରଫୁଲ୍ଲ ଦାସ ଘର ଢ଼ିଅ ସହ ଘର ଖଣ୍ଡିଏ ପାଇଁ ନିବେଦନ କରିବାକୁ ଆସିଥିଲେ। ତେବେ ଅର୍ଗସରେ ଏ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କୋରେଇ ତହସିଲଦାର ଏବଂ ବିଡ଼ିଓଙ୍କୁ ଏକ ତଦନ୍ତ ନିର୍ଦେଶ ଦେବା ସହ ଖୁବଶୀଘ୍ର ପ୍ରଫୁଲ୍ଲଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି...।
#Jajpur #PrafullaDas #home #collector #Odisha #ArgusNews