ଅସୁସ୍ଥ ଅଛନ୍ତି ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ଗିରଫ ହୋଇ ବାଣପୁର ସବ୍-ଜେଲ ଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଛି । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
#Chilika #BJDMLA #PrashantJagaddev #illness #Banpur #subjail #CriticalCondition #Shifted #CapitalHospital #treatment #ArgusNews