#ମିଛ_ନିଲମ୍ବନ_ସତ_ସୁରକ୍ଷା
#ବିଜେଡି_କହିଲା_ପ୍ରଶାନ୍ତ_ନିଲମ୍ବିତ_ନୁହେଁ
ବିଜେଡି କହିଲା, ପ୍ରଶାନ୍ତ ନିଲମ୍ବିତ ନୁହେଁ, ଆଇନତଃ ହୋଇଛନ୍ତି ବହିଷ୍କୃତ। ଯାହାକୁ ନେଇ ପ୍ରଶ୍ନ ଉଠୁଛି, ବାଚସ୍ପତିଙ୍କୁ ଦଳ କାହିଁକି ଦେଇ ନଥିଲା ଲିଖିତ ସୂଚନା ? ବାହୁବଳୀଙ୍କ ବିରୋଧରେ ଆକ୍ସନ୍ ନେବା ବିଜେଡି ପାଇଁ ହୋଇଛି କି ବାଧ୍ୟବାଧକତା ?
#BJD #Prashantjagdev #Question #Action #BJDleader #Chilika #MLA #Odisha #ArgusNews