Pratham Khabar | 5 July 2022| ArgusNews
+ ଆଜି ବିହାର ଓ ତ୍ରିପୁରା ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ
+ ରେଷ୍ଟୁରାଣ୍ଟରେ ଖାଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର
+ ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ
+ ଲଘୁଚାପର ରୂପ ନେଲା ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
+ ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି
#PrathamKhabar #Odisha #ArgusNews