ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଗଞ୍ଜାମର ପ୍ରତିଭା ରେସିଡେଣ୍ଟାଲ କଲେଜ ଶତ ପ୍ରତିଶତ ରେଜଲ୍ଟ କରିଛି । କଲେଜର ଛାତ୍ର ଆଶିଷ ବ୍ରହ୍ମା ୯୨ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ତେବେ କଲେଜରେ ଶତପ୍ରତିତ ରେଜଲ୍ଟ ଥିବାରୁ ସମସ୍ତେ ସେଲବ୍ରେଟ କରିବା ସହ ବେସ ଖୁସି ଥିବା କହିଛନ୍ତି...।
#Ganjam #Plustworesult #celebration #Odisha #ArgusNews