#ପ୍ରେମକୁ_ଶ୍ଵାସତ_କଲା_ପ୍ରୟାସ'
#ଗୋଟେ_ନୁହେଁ_ହେଲା_ସାମୁହିକ_ବିବାହ
ପ୍ରେମ ଦେଖେନି ବୟସ, ଜାତି କିମ୍ଵା ଧର୍ମ। ପ୍ରେମ ଶାସ୍ଵତ ଆଉ ଚିରନ୍ତନ। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ଵର ସ୍ଥିତ ରାମ ମନ୍ଦିର ପରିସରରେ। ଏଠାରେ ଗୋଟିଏ ନୁହେଁ ହୋଇଥିଲା ଅନେକ ବିବାହ।
#ArgusNews #Marriage #Love #Bhubaneswar #Odisha