#କୋରେଇ_ବିକାଶର_ବାସ୍ତବ_ଚିତ୍ର !
ଭାରରେ ବୁହା ହେଉଛନ୍ତି ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ତଣ୍ଡରା ପଂଚାୟତ ଫେରୁଦାବାଦ ଗାଁର । ଗ୍ରାମଟି ଖରସ୍ରୋତା ନଦୀକୂଳରେ ଅବସ୍ଥିତ ଥିବା ବେଳେ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନାହିଁ । ଯାହାଫଳରେ ଗର୍ଭବତୀ ମହିଳାମାନେ ଚିକିତ୍ସାଳୟ ଯିବାପାଇଁ ଭାରରେ ବୁହା ହେଉଛନ୍ତି
#Jajpur #Korei #Roadproblem #Ambulance #Pregnantlady #Odisha #ArgusNews