#ପ୍ରଧାନମନ୍ତ୍ରୀଙ୍କ_ଦୀପାବଳି_ଉପହାର
#ଧନତେରାସରେ_ନିଯୁକ୍ତି_ଭେଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେଇଛନ୍ତି ବଡ଼ ଉପହାର । ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ମେଳାରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ
#PMNarendraModi #Diwali #JobFair #youth #ArgusNews