ଓଡିଶା ସହ ରହିଛି ପ୍ରିନ୍ସ ଚାର୍ଲାସଙ୍କ ସମ୍ପର୍କ। ବ୍ରିଟେନର ରାଜା ହେବେ ରାଣୀ ଏଲିଜାଵେଥଙ୍କ ପୁତ୍ର ପ୍ରିନ୍ସ ଚାର୍ଲାସ । 1980 ମସିହା ଡିସେମ୍ବର 4 ତାରିଖରେ କୋଣାର୍କ ଗସ୍ତ ସମୟରେ ପୁରୀ ଜିଲ୍ଲା ନିମାପଡା ହରିପୁର ଗାଁକୁ ଗସ୍ତ କରିଥିଲେ ବ୍ରିଟେନ ଯୁବରାଜ। ରାଣୀଙ୍କ ନିଧନ ପରେ ସେ ବ୍ରିଟେନ ମହାରାଜା ହେବାର ଖବର ଜାଣିବା ପରେ ପୁରୀ ଜିଲ୍ଲା ହରିପୁର ଗ୍ରାମରେ ଖୁସିର ଲହରୀ।
#Britain #PrinceCharles #NewKing #odishatour #Puri #Odisha #ArgusNews