#ବିଡିଓଙ୍କୁ_ଘେରି_ଜବାବ_ମାଗିଲେ_ଆନ୍ଦୋଳନକାରୀ
ସିନାପାଲି ବ୍ଲକର ଦୁର୍ନୀତି ଚରମ ସୀମାରେ ବୋଲି ବିଡିଓ ଙ୍କୁ ରୋକଠୋକ ଶୁଣାଇଲା ଦଳିତ ଅଧିକାରମଞ୍ଚ ।ନୂଆପଡା ଜିଲ୍ଲା ଝାରବନ୍ଧ ପଞ୍ଚାୟତରେ ପିଡିଏସ ଘୋଟଲାରେ ଉଚିତ ତଦନ୍ତ କରି କେବେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆନ୍ଦୋଳନ କାରୀ ଜିଲ୍ଲା ଦଳିତ ଅଧିକାର ମଞ୍ଚ ମାଗିଲା ଜବାବ ।
#Nuapada #PDS #BDO #Protest #Odisha #Panchayat #ArgusNews