ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ଦୃଢ଼ ନିନ୍ଦା । ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#Public #Police #ChilikaMLA #MLAprashantjagdev #DharmendraPradhan #EducationMinister #chilika #banapur #Odisha #ArgusNews