ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ବିସ୍ପୋରଣରେ ସହିଦ ହୋଇଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ବିଜେପି ଯୁବମୋର୍ଚା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପ ପ୍ରଜ୍ୱଳନ। ଯୁବମୋର୍ଚାର ଶତାଧିକ କର୍ମୀ ରାଜମହଲ ଛକ ରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରି ରାମ ମନ୍ଦିର ପାଖରେ ପହଞ୍ଚିଥିଲେ ଏବଂ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ସ୍ମରଣ ଉଦ୍ଦେଶ୍ୟ ରେ ଦୀପ ପ୍ରଜ୍ୱଳନ କରିଛନ୍ତି....।
#ArgusNews #BJP #PulwamaAttack #Rally #BlackDay #odisha