ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଜୋର୍ ଧରିଛି। କିଛିଦିନ ପୂର୍ବରୁ ସହରର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ,କଲେଜର ପୁରାତନ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ନେଇ ପ୍ରତିକ୍ରିୟା ରଖିଥିବା ବେଳେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୁରୀ ଶାଖା ତରଫରୁ ସମାନ ଦାବି ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖାଯାଇଛି।
#ArgusNews #Puri #AVBP #PressMeet #SamantaChandrasekharCollege #Odisha