ଆସନ୍ତା ୮ ତାରିଖରେ ବଡ ଠାକୁରଙ୍କ ସଂଧ୍ୟା ଦର୍ଶନ, ୯ ତାରିଖରେ ବାହୁଡା ଯାତ୍ରା ଓ ୧୦ ରେ ମହାପ୍ରଭୁଙ୍କ ସୁନାବେଶ । ଏହି ଦିନ ମାନଙ୍କରେ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବିଷୟରେ ଦଇତାପତି ନିଯୋଗ ସମ୍ପାଦକ ଦେଲେ ଅଧିକ ତଥ୍ୟ ।
#Puri #Bahudayatra #Daitapati #RathaYatra #Odisha #ArgusNews