ପ୍ରତିଶୋଧ ନେଉଛନ୍ତି ସିଡିପିଓ !
ଲାଞ୍ଚ ନ ଦେବାରୁ ଅଙ୍ଗନବାଡି କର୍ମୀ ଓ ଶିଶୁଙ୍କ ଉପରେ ଶୁଝାଉଛନ୍ତି ରାଗ !
ପୁରୀ ବ୍ରହ୍ମଗିରି ସିଡିପିଓଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗିନୀ ଅଭିଯୋଗ। ପ୍ରମୋସନ ପାଇଁ ଲାଞ୍ଚ ନ ଦେବାରୁ ଅଙ୍ଗନବାଡି କର୍ମୀ ଓ ଶିଶୁଙ୍କ ଉପରେ ଶୁଝାଉଛନ୍ତି ରାଗ। ଏଭଳି ଅଭିଯୋଗ ଅଣିଛନ୍ତି ଅଙ୍ଗନବାର୍ଡି କର୍ମୀ ଅଞ୍ଜନା ପାଇକେରା
#ArgusNews #Puri #Brahmagiri #Anganwadi #SDPO #Allegation #Odisha